Odisha Link
Bridging the Missing Links in Odisha
Browsing Tag

BJD

କାଳିଆ ଯୋଜନାକୁ ନେଇ ବଢ଼ିଲା ଦ୍ବନ୍ଦ୍ବ,…

ଓଏଲ୍‌ ବ୍ୟୁରୋ: ମୋହନ ସରକାରର ପ୍ରଥମ ବିଧାନସଭା ଅଧିବେଶନ ଜାରି ରହିଛି। ୨୪ ବର୍ଷର ବିଜେଡି ସରକାର ଗାଦିଚ୍ୟୁତ ହେବା ପରେ ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାର ଶାସନ ଗାଦିରେ ବସିଛି। ପୂର୍ବ ସରକାର ସମୟରେ ଥିବା ଅନେକ ଯୋଜନାର ଭବିଷ୍ୟତକୁ ନେଇ ଏବେ ବି ପ୍ରଶ୍ନଚିହ୍ନ ଲାଗିରହିଛି। ଖାସ୍ କରି ବିଏସକେଓ୍ୱାଇ…

ବିଜେଡି ଘୋଷଣା କଲା ନୂଆ ମିଡିଆ ଟିମ୍,…

ଓଏଲ୍ ଵ୍ୟୁରୋ: ଆଜିଠାରୁ (ସୋମବାର) ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ବିଜେପି କ୍ଷମତା ପଇସାରିଥିବାବେଳେ ବିଜୁ ଜନତା ଦଳ ଶକ୍ତ ବିରୋଧୀ ଦଳ…

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ସଂସଦରେ ଉଠିଲା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ। ଆଜି ରାଜ୍ୟସଭାରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଛନ୍ତି ବିଜୁ ଜନତା ଦଳର ଦୁଇ ରାଜ୍ୟସଭା ସାଂସଦ ମୁନା ଖାଁ ଓ ସସ୍ମିତ ପାତ୍ର। ଆଇନ୍‌ରେ ସଂଶୋଧନ କରି ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରାଯାଉ ବୋଲି ସାଂସଦ ଦାବି କରିଛନ୍ତି।…

ଆଜିଠୁ ବିଧାନସଭା ଅଧିବେଶନ, ପ୍ରଥମଥର…

ଓଏଲ୍‌ ବ୍ୟୁରୋ: ଆଜିଠାରୁ (ସୋମବାର) ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ…

ରାଜ୍ୟ ସରକାରଙ୍କ ଉପରେ ନଜର ରଖିବେ…

ଓଏଲ୍‌ ବ୍ୟୁରୋ: ମୋହନ ସରକାର ଉପରେ ନଜର ରଖିବାକୁ କମିଟି ଗଠନ କଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ନଜର ରଖିବାକୁ ବିଜୁ ଜନତା ଦଳର ୫୦ ଜଣ ବିଧାୟକଙ୍କୁ ଦାୟିତ୍ବ ବାଣ୍ଟିଛନ୍ତି। ବିିଜେଡିର ବରିଷ୍ଠ ନେତା…

ଏଏସ୍ଓଙ୍କୁ ମାଡ଼ ମାରିବା ଘଟଣା:…

ଓଏଲ୍‌ ବ୍ୟୁରୋ: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସ୍ଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁରୀ ରାଜଭବନରେ ଲଳିତ ମାଡ଼ ମାରିଥିବା ନେଇ ଥାନାରେ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠ। ଏହି ଘଟଣାକୁ ନେଇ ରାଜଭବନ ଆଗରେ…

ରାଜ୍ୟସଭାରେ ମୋଦିଙ୍କ ଅଭିଭାଷଣ, ବିଜେଡିର…

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟସଭାରେ ଅଭିଭାଷଣ ରଖିଛନ୍ତି। ଏହି ସମୟରେ ବିରୋଧୀ ହଙ୍ଗାମା କରିବା ସହିତ କକ୍ଷତ୍ୟାଗ କରିଥିଲେ। ବିଜୁ ଜନତା ଦଳ ମଧ୍ୟ କକ୍ଷତ୍ୟାଗ କରିଛି। ଏନେଇ ସୂଚନା ଦେଇଛନ୍ତି…

ଦରଦାମ ବୃଦ୍ଧିକୁ ନେଇ ଚିନ୍ତାରେ ଜନତା,…

ଓଏଲ୍‌ ବ୍ୟୁରୋ: ଆକାଶଛୁଆଁ ହେଲାଣି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଲୋକଙ୍କୁ ବାଧୁଛି ଦରଦାମ ବୃଦ୍ଧି। ହୁ ହୁ ହୋଇ ବଢିଚାଲିଛି ଦୈନନ୍ଦିନ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦାମ। ଡାଲି, ଚାଉଳ, ପରିବା ଏପରିକି ଆଳୁ ପିଆଜ ଭଳି ନିହାତି ଆବଶ୍ୟକ ଖାଉଟି ସାମଗ୍ରୀ ଦର ବୃଦ୍ଧିକୁ ନେଇ ଅତିଷ୍ଠ ହେଲେଣି…

‘ମହାନଦୀ ଓଡ଼ିଶାର ଜୀବନଧାରା,…

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ହେଲେ ଏବେବି ମହାନଦୀ ଜଳକୁ ନେଇ ଥମିନାହିଁ ବିବାଦ। ମହାନଦୀ ଜଳ ବିବାଦ ମାମଲାକୁ ନେଇ ରାଜସ୍ବ ମନ୍ତ୍ରୀ ମନ୍ତବ୍ୟ ରଖିବା ପରେ ବିଜେଡିର ବରିଷ୍ଠ ନେତା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମହାନଦୀ ଓଡ଼ିଶାର ଜୀବନଧାରା। ହୀରାକୁଦ ଉପରମୁଣ୍ଡରେ…

ବିଜେଡି ନେତା ଉମାଙ୍କ ବିସ୍ଫୋରକ ବୟାନ,…

ଓଏଲ୍‌ ବ୍ୟୁରୋ: ସରିଛି ନିର୍ବାଚନ ୨୦୨୪। ନୂଆ କରି ଓଡ଼ିଶାରେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି ବିଜେପି। ପରାଜୟର କାରଣ ଖୋଜୁଛି ବିଜୁ ଜନତା ଦଳ। ଏସବୁ ମଧ୍ୟରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ନେତା ଉମା ସାମନ୍ତରାୟ। ଏଥିସହିତ ନିିର୍ବାଚନ ହାରିବା ପରର ଅସନ୍ତୋଷ ପ୍ରକାଶ କରିଛନ୍ତି ଉମା। ଉମା…