Odisha Link
Bridging the Missing Links in Odisha
Browsing Tag

BJP

ଝାଡ଼ଖଣ୍ଡରେ ଆଗରେ ଜେଏମ୍‌ଏମ୍‌, ପଛରେ…

ଓଏଲ୍‌ ବ୍ୟୁରୋ: ଝାଡ଼ଖଣ୍ଡରେ ଜୋରଦାର ଲଢେ଼ଇ। ବିଜେପି ଓ ଜେଏମ୍‌ଏମ୍‌ ମଧ୍ୟରେ ଚାଲିଛି ବଡ ଟକ୍କର। ବିଧାନସଭା ନିର୍ବାଚନ ଭୋଟ୍‌ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ହେମନ୍ତ ସୋରେନ୍‌ଙ୍କ ଜେଏମ୍‌ଏମ୍‌ ମ୍ୟାଜିକ୍ ନମ୍ବର ପାର୍‌ କରିଛି। ୮୧ଟି ମଧ୍ୟରୁ ୭୨ଟି ଆସନର ଟ୍ରେଣ୍ଡ ଅନୁଯାୟୀ ୪୩ଟି ଆସନରେ…

ପରଲୋକରେ ବିଜେପିର ବରିଷ୍ଠ ନେତା ସମୀର…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତି ପାଇଁ ଅଶୁଭ ଖବର। ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ୬୭ ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ ପ୍ରାଣତ୍ୟାଗ…

ଦିଲ୍ଲୀ ମେୟର ନିର୍ବାଚନରେ ବାଜିମାତ କଲା…

ଓଏଲ୍‌ ବ୍ୟୁରୋ: ଆସନ୍ତା ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମି ପାର୍ଟିକୁ ମିଳିଛି ବଡ଼ ସଫଳତା। ଏମସିଡି ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ ହୋଇଛନ୍ତି। ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ କିଶନ ଲାଲଙ୍କୁ ପରାସ୍ତ କରିଛନ୍ତି ଆପ୍ ପ୍ରାର୍ଥୀ…

ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ…

ଓଏଲ୍‌ ବ୍ୟୁରୋ: ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମଜୟନ୍ତୀକୁ ଜନଜାତି ଗୈାରବ ଦିବସ ଭାବେ ବହୁ ଆଡମ୍ବରରେ ଦେଶବ୍ୟାପୀ ପାଳନ କରିବ ଭାରତୀୟ ଜନାପ ପାର୍ଟି। ନଭେମ୍ବର ୧୫ ତାରିଖରେ ପାଳନ ହେବ ଜନଜାତି ଗୌରବ ଦିବସ ଭାବେ ଦେଶରେ ପାଳନ କରାଯିବ। ଏହାକୁ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି।…

ଅତନୁଙ୍କ ଦୃଢ଼ୋକ୍ତି: ପୁଣି…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ଲୋକେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁଲି ନାହାନ୍ତି। ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆୟୋଜିତ ଏକ ଦଳୀୟ ସଭାରେ ଏଭଳି କହିଛନ୍ତି ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ କହିଛନ୍ତି,…

ନବୀନଙ୍କ ଟାକୁଆ ଟାର୍ଗେଟ୍: ବାର ବର୍ଷର…

ଓଏଲ୍‌ ବ୍ୟୁରୋ:ବିକାଶ ଓ କଲ୍ୟାଣ ହେଉଛି, ଆମର ଲକ୍ଷ୍ୟ ।  ଆମ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନା ଲୋକଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଈ ଭଉଣୀମାନଙ୍କ ଚାଉଳକୁ ବିଜେପି ସରକାର ବନ୍ଦ କରିଦେଇଛନ୍ତି। ତେଣୁ ସେମାନଙ୍କୁ ଆମ୍ବ ଟାକୁଆ…

ପଦ୍ମ ଧରିଲେ ବରୀର ପୂର୍ବତନ ବିଧାୟିକା

ଓଏଲ୍‌ ବ୍ୟୁରୋ: ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ନିଜ ସମର୍ଥକଙ୍କ ସହ ସୁନନ୍ଦା ଦାସ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ସୂଚନା ଅନୁସାରେ, ୨୦୧୯ରେ…

ଝାଡ଼ଖଣ୍ଡ: ୬୮ଟି ଆସନରେ ଳଢ଼ିବ ବିଜେପି

ଓଏଲ୍‌ ବ୍ୟୁରୋ: ହରିୟାଣା ଦଖଲ ପରେ ଏବେ ଭାରତୀୟ ଜନତା ପାର୍ଟିର ନଜର ଝାଡ଼ଖଣ୍ଡ ଉପରେ। ନଭେମ୍ବର ୧୩ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ସମସ୍ତ ରାଜନୈତିକ ଦଳ ଶେଷ ଅଙ୍କକଷା ଆରମ୍ଭ କରିଛନ୍ତି। କେନ୍ଦ୍ରରେ ଶାସନାଧୀନ ଏନ୍‌ଡିଏ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଚୂଡ଼ାନ୍ତ…

ନିର୍ବାଚନରୁ ଓହରିଲେ ବିଜେପି ନେତା…

ଓଏଲ୍‌ ବ୍ୟୁରୋ: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ଗତ ୨୨ ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ଏକମାତ୍ର ଆସନ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ।…

କାଳିଆ ଯୋଜନାକୁ ନେଇ ବଢ଼ିଲା ଦ୍ବନ୍ଦ୍ବ,…

ଓଏଲ୍‌ ବ୍ୟୁରୋ: ମୋହନ ସରକାରର ପ୍ରଥମ ବିଧାନସଭା ଅଧିବେଶନ ଜାରି ରହିଛି। ୨୪ ବର୍ଷର ବିଜେଡି ସରକାର ଗାଦିଚ୍ୟୁତ ହେବା ପରେ ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାର ଶାସନ ଗାଦିରେ ବସିଛି। ପୂର୍ବ ସରକାର ସମୟରେ ଥିବା ଅନେକ ଯୋଜନାର ଭବିଷ୍ୟତକୁ ନେଇ ଏବେ ବି ପ୍ରଶ୍ନଚିହ୍ନ ଲାଗିରହିଛି। ଖାସ୍ କରି ବିଏସକେଓ୍ୱାଇ…