ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ,…
ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାରଙ୍କୁ ପୁଣିଥରେ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଟୁଇଟରରେ ଏକ ଟୁଇଟ କରି ରାହୁଲ କହିଛନ୍ତି ଯେ, ଭାରତ ଏବେ ଆଉ ଲୋକତାନ୍ତ୍ରିକ ଦେଶ ହୋଇ ନାହିଁ। ରାହୁଲ ନିଜ ଟୁଇଟରେ ଏକ ବିଦେଶୀ ଇନଷ୍ଟିଚ୍ୟୁଟ୍ର ରିପୋର୍ଟ ଦେଇଛନ୍ତି।
ରାହୁଲ ଗାନ୍ଧୀ ଟୁଇଟରରେ…