ମାହାଙ୍ଗା ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ…
ଭୁବନେଶ୍ବର: ମାହାଙ୍ଗାରେ ଦୁଇ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ବେଳେ ଏହା ପଛରେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ଅଭିଯୋଗ ହୋଇଛି। ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ (୭୩) ତଥା ତାଙ୍କର ସହଯୋଗୀ ଦାଦା ଦିବ୍ୟସିଂହ ବରାଳ (୮୦)ଙ୍କୁ ବିଭତ୍ସ ଭାବେ…