ଅପରାଧୀଙ୍କୁ ଅପରାଧ କରିବାକୁ ପୂରା…
ଭୁବନେଶ୍ବର: ବିଜେଡି ଶାସନରେ ଆଦିବାସୀ ମହିଳା ହୋଇ ଜନ୍ମହେବା ଅଭିଶାପ ପାଲଟିଛି। ଏଠି ଶାସକ ଦଳ ନେତାଙ୍କ ଇଙ୍ଗିତରେ ସରକାରୀ ଅଧିକାରୀମାନେ କିଛି ବି ବେନିୟମ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି। ଜୁଲାଇ୨୦ ତାରିଖରେ କିଛି ଦୃର୍ବୁତ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତ ବାଗଚୁଆଁ ଗାଁର ଜଣେ…