Odisha Link
Bridging the Missing Links in Odisha
Browsing Tag

BJP office

ତିର୍ତ୍ତୋଲ ବିଜେପି ଅଫିସରେ ତୁମୁଳକାଣ୍ଡ

ଜଗତସିଂହପୁର: ଉପନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡିଛି ତିର୍ତ୍ତୋଲ ରାଜନୀତି। ଏହାରି ମଧ୍ୟରେ ତିର୍ତ୍ତୋଲ ବିଜେପି ଅଫିସରେ ଘଟିଛି ତୁମୁଳକାଣ୍ଡ। ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ଉପସ୍ଥିତିରେ ହୋଇଛି ଭଙ୍ଗାରୁଜା। ବ୍ୟାନର ଚିରିବା ସହ ଚେୟାର ଭାଙ୍ଗି ଦେଇଛନ୍ତି ଅସନ୍ତୁଷ୍ଟ ଥିବା ବିଜେପି କର୍ମୀ।