କଟକ କଲେଜ ଛକରୁ କେନ୍ଦ୍ର ମନ୍ତ୍ରୀ…
କଟକ: ନାଗରିକତା ଆଇନ ସପକ୍ଷରେ ବିଜେପି ଚଳାଇଛି ଜନଜାଗରଣ ଅଭିଯାନ। ଦେଶବ୍ୟାପୀ ଏହି ଅଭିଯାନ ଚାଲିଛି। ଏହି କ୍ରମରେ ଆଜି କଟକରେ ପଦଯାତ୍ରାର ଆୟୋଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପଦଯାତ୍ରା କଟକର କଲେଜଛକରୁ ଆରମ୍ଭ ହୋଇ ଖାନନଗର ଯାଏଁ ଚାଲିବ।
ପଦଯାତ୍ରାରେ ବିଜେପିରୁ ବହୁ…