କୃଷିଙ୍କ ଆୟକୁ ୨ଗୁଣା କରିବା ନେଇ…
ଭୁବନେଶ୍ବର: କରୋନା ମହାମାରୀ କୁ ପ୍ରତିହତ କରିବା ପାଇଁ ମୋଦୀ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ପର୍ଯ୍ୟାୟକ୍ରମେ ଏହି ପ୍ୟାକେଜର କ୍ରିୟାନ୍ୱୟନ ଆରମ୍ଭ ହୋଇଛି। ଭାରତରେ ୬୫ ପ୍ରତିଶତ…