ସମ୍ବଲପୁର: ଆଜି ହିଂସାକାଣ୍ଡ ଅଞ୍ଚଳକୁ…
ସମ୍ବଲପୁର: ସମ୍ବଲପୁର ହିଂସାକାଣ୍ଡ ପରେ ସ୍ଥିତି ସୁଧୁରିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ସମ୍ବଲପୁର ହିଂସାକାଣ୍ଡର ସ୍ଥିତି ପରଖିବାକୁ ଯିବେ ଭାରତୀୟ ଜନତା ପାର୍ଟିର ୪ ଜଣିଆ କେନ୍ଦ୍ରୀୟ ଟିମ୍। ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ହୋଇଥିବା ହିଂସାକାଣ୍ଡର ସ୍ଥିତି ପରଖିବାକୁ ପହଁଚିଛନ୍ତି ରାଜ୍ୟସଭା…