Odisha Link
Bridging the Missing Links in Odisha
Browsing Tag

BJP

ବିଧାନସଭା ନିର୍ବାଚନ ଉପରେ ବିଜେପିର ନଜର,…

ଓଏଲ୍‌ ବ୍ୟୁରୋ: ସରିଛି ଲୋକସଭା ନିର୍ବାଚନ। କେନ୍ଦ୍ରରେ ତୃତୀୟ ଥର ପାଇଁ ଶାସନ ଗାଦିରେ ବସିଲେ ନରେନ୍ଦ୍ର ମୋଦି। ଲୋକସଭା ନିର୍ବାଚନ ସରୁ ସରୁ ଆକ୍ସନ ମୁଡରେ ଭାରତୀୟ ଜନତା ପାର୍ଟି। ଚଳିତ ବର୍ଷ ଶେଷ ଆଡ଼କୁ ଦେଶର କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଯାହାକୁ ନଜରରେ ରଖି ଅଙ୍କକଷା ଆରମ୍ଭ…

ପ୍ରକାଶ ପାଇଲା ମନ୍ତ୍ରୀ ତାଲିକା,…

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟ ପରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଅପରାହ୍ନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହାପୂର୍ବରୁ ସେ ବରପୂତ୍ରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି। ଓଡିଶାରେ ପ୍ରଥମ ଥର ଏକାକୀ ସରକାର ଗଢୁଛି ଭାରତୀୟ ଜନତା ପାର୍ଟି। ଆଉ ବିରୋଧୀ…

ଆରମ୍ଭ ହେଲା ବିଧାୟକ ଦଳ ବୈଠକ,…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ ବୈଠକ। ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନାତ ପାର୍ଟି। ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସମତେ ମନ୍ତ୍ରୀ ମାନେ ଶପଥ ନେବେ। ଏଥିପାଇଁ ଜନତା ମଇଦାନରେ ପ୍ରସ୍ତୁତି ଜୋରଦାର…

ଆରମ୍ଭ ହେଲା ଶ୍ରୀମନ୍ଦିର ୪ଦ୍ବାର ଖୋଲିବା…

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପିର ବିପୁଳ ବିଜୟ ପରେ ଏବେ ଆସିଛି, ଦଳ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାର ସମୟ। ସରକାର ଗଠନ କରିବାର ୬ ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି। ବୁଧବାର ଦିନ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ…

ବୁଧବାର ଅପରାହ୍ନ ୪.୪୫ରେ ଶପଥ ନେବେ…

ଓଏଲ୍‌ ବ୍ୟୁରୋ: ବୁଧବାର ଶପଥ ନେବେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ। ବୁଧବାର ଅପରାହ୍ନ ୪ଟା ୪୫ ମିନିଟରେ ଶପଥ ନେବେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ। ଏନେଇ ଆସିଛି ବଡ଼ ଖବର। ସେହିପରି ଅପରାହ୍ନ ୨ଟା ୧୦ ମିନିଟରେ ଓଡ଼ିଶାରେ ପହଁଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରେ ବିମାନବନ୍ଦରରୁ ସିଧା ରାଜଭବନ…

ବିଜେଡି ଛାଡ଼ି ବିଜେପିରେ ପ୍ରସନ୍ନ…

ଓଏଲ୍‌ ବ୍ୟୁରୋ: ସରିଛି ନିର୍ବାଚନ। ବାହାରି ସାରିଛି ଫଳାଫଳ। ହେଲେ ଏବେ ବି ଚାଲିଛି ଦଳ ଡିଆଁ ପର୍ବ। ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ବିଜେପି ପ୍ରସ୍ତୁତ ହେଉଥିବା ବେଳେ ଆଜି ପଦ୍ମ ଶିବିରେ ଯୋଗ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ୫ଥରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଦିଲ୍ଲୀରେ ସେ…

କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ? କାଲି…

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ଗଣତନ୍ତ୍ରର ମହାପର୍ବ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। କେନ୍ଦ୍ରରେ ଏନ୍‌ଡିଏ ନେତା ଭାବେ ନିର୍ବାଚିତ ହେଲେ ନରେନ୍ଦ୍ର ମୋଦି। ଲଗାତାର ତୃତୀୟ ଥର ଦେଶରେ ଆରମ୍ଭ ହେବ…

୨୦୧୯ରେ ଜିତିଥିବା ୩୦୩ଟି ଆସନରୁ ୯୨ଟିରେ…

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଜଣା। ଆଉ ନିର୍ବାଚନ ଫଳାଫଳକୁ ନେଇ ରାଜନୈତିକ ଦଳ ଗୁଡ଼ିକ ବିଶ୍ଲେଷଣ ମଧ୍ୟ ଜାରି ରଖିଛନ୍ତି। ୨୦୨୪ରେ ୨୪୦ ଆସନ ପାଇଥିବା ଭାରତୀୟ ଜନତା ପାର୍ଟି ୨୦୧୯ ମସିହାରେ ୩୦୩ଟି ଆସନ ହାତେଇଥିଲା। ଗତ ନିର୍ବାଚନକୁ ତୁଳନା କଲେ ଚଳିତ ନିର୍ବାଚନରେ ବିଜେପି ୯୨ଟି…

ଏନଡିଏ ନେତା ନିର୍ବାଚିତ ହେଲେ ମୋଦି

ଓଏଲ୍‌ ବ୍ୟୁରୋ: ଶେଷ ହେଲା ଏନଡିଏ (ଜାତୀୟ ଗଣତାନ୍ତ୍ରିକ ମେଣ୍ଟ)ର ବୈଠକ। ନୂଆଦିଲ୍ଲୀରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ଏନଡିଏ ବୈଠକରେ ବିଜେପି, ଜେଡିୟୁ, ଟିଡିପି ସମେତ ଅନ୍ୟାନ୍ୟ ସହଯୋଗୀ ଦଳଗୁଡ଼ିକର ନେତାମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ବୈଠକରେ ନରେନ୍ଦ୍ର…

ଦିଲ୍ଲୀ ରାଜନୀତି ହଲଚଲ, ଏନଡିଏର…

ଓଏଲ୍‌ ବ୍ୟୁରୋ: ଆସି ସାରିଛି ଲୋକସଭା ନିର୍ବାଚନ ଫଳାଫଳ। ଏନଡିଏ ଗରିଷ୍ଠତା ହାସଲ କରି ସାରିଥିଲେ ବି ଜାତୀୟ ରାଜନୀତି ହଲଚଲ। କାରଣ ବିଗତ ୨ ଥର ଲୋକସଭା ନିର୍ବାଚନରେ ବିଜେପି ନିଜେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା କିନ୍ତୁ ଚଳିତ ନିର୍ବାଚନ ଫଳାଫଳରେ ବିଜେପି ମ୍ୟାଜିକ ନମ୍ବର ଛୁଇଁ ପାରି ନାହିଁ। ତେଣୁ…