ଅନ୍ଧବିଶ୍ୱାସ ନେଲା ମହିଳାଙ୍କ ଜୀବନ
ଓଏଲ୍ ବ୍ୟୁରୋ : ଆଜିବି ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ କରି ଲୋକଙ୍କର ମୃତ୍ୟୁ ହେଉଛି। ଡାହାଣୀ ଭୟରେ ଜଣେ ମହିଳାଙ୍କୁ ମାରି ଦିଆଯାଇଥିବା ଜଣା ପଡିଛି। ଘଟଣାଟି କଟକ ଜିଲ୍ଲା ଟାଙ୍ଗୀ ଥାନା ଗରୁଡ଼ଗାଁ ପଞ୍ଚାୟତ ଚନ୍ଦନପୁର ଗାଁରେ ଘଟିଛି। ସ୍ତ୍ରୀ ଓ ପିଲା ଦେହ ଭଲ ରହୁ ନ ଥିବାରୁ ଡାକ୍ତର ଦେଖାଇ ସୁସ୍ଥ…