୧୧୭୮ ଟ୍ୱିଟର ଆକାଉଣ୍ଟ ବ୍ଲକ୍ ପାଇଁ…
ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମକୁ ନେଇ ଭାରତ ସରକାରଙ୍କର ବଡ ନିଷ୍ପତ୍ତି। ୧୧୭୮ ଟ୍ୱିଟର ଆକାଉଣ୍ଟ ବ୍ଲକ୍ ପାଇଁ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ସୂଚନା ଅନୁଯାୟୀ ଏହିସବୁ ଆକାଉଣ୍ଟଗୁଡିକ ଖାଲିସ୍ତାନୀ ସମର୍ଥକ କିମ୍ବା ପାକିସ୍ତାନ ଲିଙ୍କ ରହିଛି ବୋଲି ସନ୍ଦେହ କରାଯାଉଛି।
ସୂଚନା…