ବଲିଉଡ଼ ଅଭିନେତ୍ରୀ କିରନ୍ ଖେର୍ଙ୍କୁ…
ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ତଥା ବରିଷ୍ଠ ବିଜେପି ସାଂସଦ କିରନ୍ ଖେରଙ୍କୁ କ୍ୟାନ୍ସର। ରକ୍ତ କର୍କଟ ରୋଗରେ ପୀଡିତ ଅଛନ୍ତି କିରନ୍ । ବର୍ତ୍ତମାନ ମୁମ୍ବାଇରେ ତାଙ୍କର ଚିକିତ୍ସା କରାଯାଉଛି। ତାଙ୍କ ଦଳର ସହକର୍ମୀ ଅରୁଣ ସୁଦ ଏକ ସାମ୍ବାଦିକ ସମ୍ମିଳନୀରେ କିରଣଙ୍କ ରୋଗ ବିଷୟରେ ସୂଚନା ଦେଇଛନ୍ତି।…