Odisha Link
Bridging the Missing Links in Odisha
Browsing Tag

BMC

ରବିବାର ହେବନି ପଥ ଉତ୍ସବ, ସୂଚନା ଦେଲା…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଦୁଲୁକିଥାନ୍ତା ରାଜଧାନୀ ଭୁବନେଶ୍ବର। ହେଲେ ଲଘୁଚାପ ଜନତି ବର୍ଷା ସବୁକିଛି ବିଗାଡ଼ି ଦେଲା। ଆସନ୍ତାକାଲି ହେବାକୁ ଥିବା ପଥ ଉତ୍ସବକୁ ସ୍ଥଗିିତ କରାଯାଇଛି। ବର୍ଷା ଓ ଖରାପ ପାଗ ଯୋଗୁଁ ପଥ ଉତ୍ସବ ସ୍ଥଗିତ କରାଯାଇଛି। ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି ଭୁବନେଶ୍ବର…

ରାଜଧାନୀରେ ବନ୍ଦ ହେବ ସମସ୍ତ ମୁକୁଳା…

ଓଏଲ୍‌ ବ୍ୟୁରୋ: ମୁକୁଳା ଡ୍ରେନ ପାଲଟିଛି ମରଣଯନ୍ତା। ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଅଭାବନୀୟ ଘଟଣା ପରେ ତଦନ୍ତ ଜାରି ରହିଛି। ହେଲେ ଏସବୁ ଭିତରେ ଚର୍ଚା ବଢ଼ିବାରେ ଲାଗିଛି। ଡ୍ରେନରେ ପଡ଼ି ଜଣେ ନାବାଳକର ମୃତ୍ୟକୁ ଘଟଣାରେ କିଏ ଦାୟୀ। କାହିଁକି ହେଲା ଅଘଟଣ? ଏହା ପରେ ନଗର ଉନ୍ନୟନ ବିଭାଗକୁ ବିଏମ୍‌ସି…

ବଦଳିଲେ ବିଏମସି କମିଶନର, ରାଜେଶ ପ୍ରଭାକର…

ଓଏଲ୍‌ ବ୍ୟୁରୋ: ଆଗକୁ ରାଜ୍ୟରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଏହାପୂର୍ବରୁ ବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିଶନର। ରାଜେଶ ପ୍ରଭାକର ପାଟିଲ ହେବେ ବିଏମସିର ନୂଆ କମିଶନର।ବିଜୟ ଅମୃତା କୁଲାଙ୍ଗେ ମାସେ ଛଟିରେ ଯାଉଥିବାରୁ ରାଜେଶ ପ୍ରଭାକରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ରାଜେଶ୍ ପ୍ରଭାକର…

ରାଜଧାନୀବାସୀଙ୍କୁ ବିଏମ୍‌ସିର ଚେତାବନୀ;…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଅତିଷ୍ଠ ହେଲେଣି ଲୋକେ। ବିଏମସି ଅଳିଆ ପାହାଡ ହଟାଇବା ନାଁ ଧରୁ ନ ଥିବା ବେଳେ ପୁରା ଅଞ୍ଚଳ ପୁତ୍ତି ଗନ୍ଧମୟ ହେଲାଣିା ଆଖପାଖ ଅଞ୍ଚଳରେ ରହିବା, ଉକ୍ତ ଅଞ୍ଚଳ ଦେଇ ଯାତାୟତ କରିବା ଅସମ୍ଭବ ହୋଇ ପଡ଼ିଲାଣି। ଏସବୁ ମଧ୍ୟରେ ରାଜଧାନୀବାସୀଙ୍କୁ…

ଏଣିକି ରାଜଧାନୀରେ ଭିକ ମାଗିଲେ ଉଠାଇନେବ…

ଓଏଲ୍‌ ବ୍ୟୁରୋ: ବିଏମସି ନେଲା ବଡ଼ ପଦକ୍ଷେପ।ଏଣିକି ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ବର। ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ରାସ୍ତା କଡ଼ କିମ୍ବା ମନ୍ଦିର ସାମ୍ନାରେ ଆଉ ଭିକ ମାଗିପାରିବେନି ଭିକାରୀ।ରାସ୍ତାରେ ଭିକ ମାଗୁଥିବା ଦେଖିଲେ ଉଠାଇନେବ…

ଅଗଷ୍ଟ ୧୫ ପରଠୁ ଘରୁ ମଶା ବାହାରିଲେ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଥମିବାର ନା ନେଉନି। ଦିନକରେ ୫୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ୧୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଡେଙ୍ଗ ସଂକ୍ରମଣକୁ ରୋକିବା ପାଇଁ ଏଣିକି ଘରକୁ ଘର ବୁଲି ଡେଙ୍ଗା ମଶା ଖୋଜିବ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)। ଯଦି ଘରୁ…

ଖୁବଶୀଘ୍ର ଖୋଲିବ ମାର୍କେଟ ବିଲ୍ଡିଂ!…

ଓଏଲ୍ ବ୍ୟୁରୋ: ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ମାର୍କେଟ ବିଲ୍ଡିଂକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଖୁବଶୀଘ୍ର ଖୋଲିଯାଇପାରେ ମାର୍କେଟ ବିଲ୍ଡିଂ। ସ୍ଥାୟୀ ଏବଂ ଅସ୍ଥାୟୀ ବ୍ୟବସାୟୀ ସଂଘର ଲାଗିରହିଥିବା ବିବାଦକୁ ନେଇ ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି ଯେ, ଦୁଇରୁ ତିନି ଦିନ ମଧ୍ୟରେ ବିବାଦର…

ବିଏମ୍‌ସି କାର୍ଯ୍ୟାଳୟର ନୂଆ ଠିକଣା

ଓଏଲ୍‌ ବ୍ୟୁରୋ: ବଦଳିଲା ଭୁବନେଶ୍ବର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟର ଠିକଣା । ସତ୍ୟନଗର ସ୍ଥିତ ଆଇସିଏମଓସି ୧୨ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେଲା ବିଏମସି କାର୍ଯ୍ୟାଳୟ। ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇସିଏମଓସି କୋଠା ସମ୍ପର୍କିତ ଭିଡିଓ ସ୍କ୍ରିନିଂ ପରେ ବିଏମସି…

ମଶା ପାଇଁ ବିଜେପିର ବିକ୍ଷୋଭ

ଓଏଲ୍‌ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ମଶା ଉପଦ୍ରବ। ଯାହା ପ୍ରଭାବରେ ରାଜଧାନୀ ବାସିନ୍ଦା ଅତିଷ୍ଠ ହୋଇ ସାରିଲେଣି। ଏସବୁ ମଧ୍ୟରେ ନିଆରା ଢଙ୍ଗରେ ଭାରତୀୟ ଜନତା ପାର୍ଟି ପ୍ରତିବାଦ କରିଛି । ରାଜଧାନୀର ବିଏମସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ଭୁବନେଶ୍ବର ବିଜେପି ସଭାପତି ବାବୁ…

ବିଏମ୍‌ସି ନିର୍ବାଚନ: କଂଗ୍ରେସ ଘୋଷଣା…

ଓଏଲ୍‌ ବ୍ୟୁରୋ: ଛାଡ଼ିଲା ପଞ୍ଚାୟତ ନିର୍ବାଚନ କାକର। ଆରମ୍ଭ ହେଲା ପୌର ନିର୍ବାଚନ ତାତି। ଏସବୁ ମଧ୍ୟରେ ରାଜ୍ୟର ତିନି ପ୍ରମୁଖ ଦଳ ଆରମ୍ଭ କରିଛନ୍ତି ପାଓ୍ବାର ପଲିଟିକ୍ସ ଖେଳ। ଏସବୁ ମଧ୍ୟରେ ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମଧୁସ୍ମିତା ଆଚାର୍ଯ୍ୟଙ୍କୁ…