କରୋନା ଟିକା ନେଲେ ବିଏମସି କମିଶନର…
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଟିକାକରଣର ଶେଷ ଦିନ ତେବେ ଦ୍ବିତୀୟ ଡୋଜ୍ ଟିକାଦାନ ବି ଜାରି ରହିଛି । ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କରୋନା ଟିକା ନେଇଛନ୍ତି ।
ତେବେ କରୋନାର ଦ୍ୱିତୀୟ ଷ୍ଟ୍ରେନ ନେଇ ବିଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା…