Odisha Link
Bridging the Missing Links in Odisha
Browsing Tag

Boar Attack

ବାରହା ଆକ୍ରମଣରେ ୭ ଆହତ

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ୍ ସଦର ଥାନା ଅନ୍ତର୍ଗତ ପୋଚିଲି ଗାଁର ଚନ୍ଦ୍ରମଣୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବାରହା ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି। ପ୍ରକାଶ ଯେ, ଗ୍ରାମର କିଛି ଲୋକ ନିଜ ନିଜର କ୍ଷେତକୁ ମୁଗ ଆଣିବା ପାଇଁ ଯାଇଥିବାବେଳେ କିଛି ବାରହା ଆକ୍ରମଣ କରିଥିଲେ। ଫଳରେ…

ପୁରୀ ସମୁଦ୍ର କୂଳରେ ବାରହା ଆକ୍ରମଣ: ଦୁଇ…

ପୁରୀ: ପୁରୀ ସମୁଦ୍ର କୂଳ ସଫା କରୁଥିବା ବେଳେ ଦୁଇ ଜଣ ମହିଳା ସଫେଇ କର୍ମଚାରୀ ଓ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରିଛି ବାରହା। ଆହତ ଦୁଇ କର୍ମଚାରୀ ପ୍ରମିଳା ନାୟକ ଏବଂ ରୋହିଣୀ ନାୟକ ବୋଲି ଜଣା ପଡ଼ିଛି। ଘଟଣାଟି ଭୋର ୪ଟା ୩୦ମିନିଟ ସମୟରେ ସ୍ବର୍ଗଦ୍ବାର ନିକଟ ଭାରତ ସେବାଶ୍ରମ ଛକରେ ଘଟିଛି। ବାରହା…