Odisha Link
Bridging the Missing Links in Odisha
Browsing Tag

Board of Secondary Education

ଅକ୍ଟୋବର ୫ରୁ ମାଟ୍ରିକ ସପ୍ଲିମେଣ୍ଟାରୀ…

ଭୁବନେଶ୍ୱର: ଅକ୍ଟୋବର ୫ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା ଆରମ୍ଭ ହେବାକୁ ଯାଉଛି। ମାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ୧୨ଟି ମୂଲ୍ୟାୟନ କେନ୍ଦ୍ରରେ ୩,୫୩୧ ଜଣ ଶିକ୍ଷକ ସପ୍ଲିମେଣ୍ଟାରୀ ଖାତା ଦେଖିବେ।

ମାଟ୍ରିକ୍ ଖାତା ଦେଖା ୧୯ରୁ, ଆଜି…

ଭୁବନେଶ୍ବର: ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ତେଣୁ ଆଜି କାର୍ଯ୍ୟରେ ଯୋଗଦେବେ ଶିକ୍ଷକ ଓ ଶିକ୍ଷୟିତ୍ରୀ। ଚଳିତ ବର୍ଷ ୬୧ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ କରିବେ ୧୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ । ତେବେ କରୋନାକୁ ନେଇ ଯେଉଁଭଳି ସ୍ଥିତି ଉପୁଜୁଛି…

ଫେବ୍ରୁଆରୀ ୧୯ରୁ ମ୍ୟାଟ୍ରିକ ପରୀକ୍ଷା

କଟକ : ମ୍ୟାଟ୍ରିକ ପରୀକ୍ଷାକୁ ନେଇ ତାରିଖ ଘୋଷଣା କରାଯାଇଛି । ଆସନ୍ତା ବର୍ଷ ଫେବ୍ରୁଆରୀ ୧୯ରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ଫେବ୍ରୁଆରୀ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ହେବ । ପରାକ୍ଷାରେ ଯେପରି କୌଣସି ତୃଟି ନରହେ ସେଥିପ୍ରତି ଧ୍ୟାନ ଦେବା ପାଇଁ ବୋର୍ଡ଼ କତୃପକ୍ଷ କହିଛନ୍ତି ଓ ପ୍ରଶ୍ନ…

ଫେବୃଆରୀ ୨୨ରୁ ମାଟ୍ରିକ ପରୀକ୍ଷା

କଟକ: ଆସନ୍ତା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ-୨୦୨୦ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଏକ କାଳୀନ ହେବ। ଏଥିସହ ଚଳିତବର୍ଷ ନୂଆ…