ସମୁଦ୍ର କୂଳରେ ବିରାଟକୀୟ ବୋଏ
କୋଣାର୍କ: ଅସ୍ତରଙ୍ଗ ବ୍ଲକ୍ ତଣ୍ଡାହର ସମୁଦ୍ରକୂଳରେ ଗୋଟିଏ ବୋଏ ଲାଗିଛି। ଏହାକୁ ବନ୍ଦରର ବିଭିନ୍ନ କାର୍ଯ୍ୟ ପାଇଁ ରଖାଯାଇଥାଏ। ଜାହାଜଗୁଡ଼ିକର ଦିଗ ନିରୂପଣରେ ସହଯୋଗ ସହ ଲଙ୍ଗର ପକାଇବା ଓ ସମୁଦ୍ରର ଢେଉ ନିୟନ୍ତ୍ରଣ କରିବା ଲାଗି ଏହାକୁ ବ୍ୟବହାର କରା
ଆଜି ସକାଳେ ଏହି ବୋଏଟି ତଣ୍ଡାହର ସମୁଦ୍ରକୂଳରେ…