ପାଣିରେ ବୁଡ଼ି ଚାଲିଗଲା ନବବିବାହିତ…
ବଲାଙ୍ଗିର: ହୋଲି ଖେଳା ହେଲା କାଳ। ରଙ୍ଗର ପର୍ବର ହୋଲିରେ ଲିଭିଗଲା ମଥାର ସିନ୍ଦୁର। ମାସକ ତଳେ ଆରମ୍ଭ କରିଥିଲେ ବୈବାହିକ ଜୀବନ। ହେଲେ ମାସକ ପରେ ଲିଭିଗଲା ନବବଧୂର ସିନ୍ଦୁର। କାରଣ ରଙ୍ଗ ଖେଳି ପୋଖରୀରେ ଗାଧୋଉଥିବା ବେଳେ ଚାଲିଗଲା ନବବିବାହିତ ଯୁବକଙ୍କ ଜୀବନ। ଏମିତି ଏକ ଦୁଃଖଦ ଖବର ଆସିଛି ବଲାଙ୍ଗିର…