ବଲିଉଡରେ ରାଜନୀତିର ଝଡ଼
ମୁମ୍ବାଇ : ବଲିଉଡର ଅନେକ ସେଲିବ୍ରେଟି ସିନେମା କ୍ୟାରିର ପରେ ରାଜନୀତିରେ ପାଦ ଦେଇଥାନ୍ତି । ଏବେ ବଲିଉଡର ଦୁଇ ଅଭିନେତା ନସିରୁଦ୍ଦିନ୍ ଶାହା ଏବଂ ଅନୁପମ ଖେର ପରସ୍ପରକୁ ଟକ୍କର ଦେବେ । ଏହି ଦୁଇଜଣ କଳାକାର ଏକାସାଙ୍ଗରେ କାମ ବି କରିଛନ୍ତି ।
ଏବେ ରାଜନୀତି ପାଇଁ ପରସ୍ପରର ବିରୋଧି ହୋଇଛନ୍ତି।…