ମିଲିନ୍ଦଙ୍କ ବିରୋଧରେ ମାମଲା ରୁଜୁ
ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ମଡେଲ୍ ମିଲିନ୍ଦ ସୋମନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ସେ ନିଜ ଜନ୍ମ ଦିନରେ ଗୋଆ ବିଚ୍ ରେ ଉଲଗ୍ନ ହୋଇ ଦଉଡ଼ି ଥିବାର ଫଟୋ ଶେୟାରେ କରିଥିଲେ।
ଗୋଆ ସୁରକ୍ଷା ମଞ୍ଚର ଅଭିଯୋଗ କ୍ରମେ ମିଲିନ୍ଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କୋଲ୍ୱା ଥାନାରେ ଆଇପିସିର…