Odisha Link
Bridging the Missing Links in Odisha
Browsing Tag

Bollywood Actress

ଅଭିନେତା ରଣବୀର କପୁର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ରଣବୀର କପୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ବର୍ତ୍ତମାନ କ୍ୱାରେଣ୍ଟାଇନ୍ ରେ ଅଛନ୍ତି । ରଣଧୀର କପୁର ଏହା ଏକ ୱେବସାଇଟ୍ ମାଧ୍ୟମକୁ ସୂଚନା ଦେଇଛନ୍ତି। ରଣଧୀର କହିଛନ୍ତି, ‘ମୁଁ ଜାଣିଛି ସେ ଭଲ ନାହାଁନ୍ତି, କିନ୍ତୁ ମୋର ବିଶ୍ୱାସ ହେଉନି ତାଙ୍କୁ ଏହା କିପରି ହେଲା।…

ପ୍ରଥମ କରି ବଲିଉଡ଼ର ଏହି ଅଭିନେତ୍ରୀ…

ମୁମ୍ୱାଇ: ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶିରୋଦକର ପ୍ରଥମ ଅଭିନେତ୍ରୀ ଭାବେ କରୋନା ଟିକା ନେଇଛନ୍ତି। ସେ ଶେୟାର କରିଥିବା ଫଟୋରେ ତାଙ୍କ ବାମ କାନ୍ଧରେ ଟିକା ନେଇଥିବା ଦେଖିବାକୁ ମିଳିଛି। ଶିଳ୍ପା ଏହି ଟିକାକୁ ଦୁବାଇରେ ଥାଇ ନେଇଥିବା ଜଣାପଡ଼ିଛି। ଟିକା ନେବା ପରେ ସେ ୟୁଏଇ ସରକାରକୁ ଧନ୍ୟବାଦ…

ପୁଣି ପରଦାକୁ ଫେରୁଛନ୍ତି ଶିଳ୍ପା

ମୁମ୍ବାଇ : ‘ୟୋଗା ଲେଡି’ ଭାବେ ବଲିଉଡରେ ପରିଚିତ ଶିଳ୍ପା ସେଟ୍ଟିଙ୍କୁ ଖୁବ୍ ଶୀଘ୍ର ପରଦାରେ ଦେ‌ଖିବାକୁ ମିଳିବ। ନିଜ ଯୋଗ ଭିଡିଓ ଓ କୁକିଙ୍ଗ୍ ଚ୍ୟାନେଲ୍ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଶିଳ୍ପା ଏବେ ‘ହଙ୍ଗାମା-୨’ରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି କମେଡି ଚଳଚ୍ଚିତ୍ରରେ ଶିଳ୍ପାଙ୍କ ସହ…