ଉର୍ମିଲା ଜଣେ ‘ସପ୍ଟ ପର୍ଣ୍ଣ ଷ୍ଟାର’ :…
ମୁମ୍ବାଇ : ବଲିଉଡରେ ଡ୍ରଗ୍ସ ମାମଲା ଉପୁଜିବା ପରେ ଷ୍ଟାର ମାନଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି । ତେବେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣୱତ ବଲିଉଡରେ ଡ୍ରଗ୍ସର ଲିଙ୍କ କୁ ନେ ନିଜର ମନ୍ତବ୍ୟ ରଖିବା ପରେ ଅନେକ ଷ୍ଟାର ତାକୁ ବିରୋଦ୍ଧ କରିଛନ୍ତି ।
କିଛିଦିନ ତଳେ ଉର୍ମିଲା ମାତୋଣ୍ଡକର ଏହି ବିଷୟରେ ମନ୍ତବ୍ୟ…