‘ଜଣେ ମହିଳା ପୁରୁଷ ସହ ହୋଟେଲକୁ…
ଓଏଲ୍ ବ୍ୟୁରୋ: ଜଣେ ମହିଳା ପୁରୁଷଙ୍କ ସହିତ ହୋଟେଲ ରୁମ୍ ବୁକ୍ କରି ରୁମ୍ ଭିତରକୁ ପ୍ରବେଶ କରିବାର ଅର୍ଥ ଏୟା ନୁହଁ ଯେ, ସେ ଶାରୀରିକ ସମ୍ପର୍କ ରଖିବାକୁ ପ୍ରସ୍ତୁତ । ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଏହା କହିଛି । । ଏହି ଯୁକ୍ତି ଦର୍ଶାଇ ହାଇକୋର୍ଟ ମାର୍ଚ୍ଚ…