ହସ୍ପିଟାଲ୍ରୁ ନବଜାତ ଶିଶୁ ନିଖୋଜ!
କୋରାପୁଟ: ହସ୍ପିଟାଲ୍ରୁ ନବଜାତ ଶିଶୁ ନିଖୋଜ। ଶିଶୁ ନିଖୋଜ ଘଟଣା କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏସଏନସିୟୁରୁ ହୋଇଥିବା ନେଇ ଅଭିଯୋଗ ହୋଇଛିି। ପ୍ରସବ ପରେ ମା’ର ମୃତ୍ୟୁ ହେବାରୁ ପରିବାର ଲୋକେ ମୃତଦେହ ଘରକୁ ଆଣିଥିଲେ। ପରେ ମେଡିକାଲ ଯାଇ ନବଜାତକୁ ପରିବାର ଲୋକେ ପାଇନଥିଲେ। ଶିଶୁଟିକୁ କେହି…