ହାପି ବାର୍ଥ ଡେ ବ୍ରହ୍ମାନନ୍ଦମ୍
ମୁମ୍ବାଇ : ଦକ୍ଷିଣ ଭାରତୀୟ ସିନେ ଜଗତର ହାସ୍ୟ କଳାକାର ବ୍ରହ୍ମାନନ୍ଦମ୍ ଙ୍କ ଆଜି ଜନ୍ମ ଦିନ । ସେ ଆଜି ୬୩ତମ ବୟସରେ ପାଦ ଦେଇଛନ୍ତି । ବ୍ରହ୍ମାନନ୍ଦମ୍ ୧ ଫେବୃୟାରୀ ୧୯୫୬ରେ ଆନ୍ଧ୍ରପ୍ରଦେଶ ଠାରେ ଜନ୍ମଗ୍ରହଣ କରିଥିଲେ।
ସେ ୧୯୮୭ ମସିହାରେ ତେଲଗୁ ସିନେମାରେ ଡେବ୍ୟୁ କରିଥିଲେ । ବ୍ରହ୍ମାନନ୍ଦମ୍…