ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍…
ନୂଆଦିଲ୍ଲୀ: ଭାରତୀୟ ସାମରିକ ବିଭାଗକୁ ଏକ ବଡ଼ ସଫଳତା। ଆଜି ଭାରତୀୟ ନୌସେନା ଆରବ ସାଗରରେ ଥିବା ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଚେନ୍ନାଇରୁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳତା ସହ ପରୀକ୍ଷଣ କରିଛି। ବ୍ରହ୍ମୋସ୍ ସମ୍ପୂର୍ଣ୍ଣ ସଠିକ ଭାବରେ ତାଙ୍କ ଟାର୍ଗେଟକୁ ହିଟ୍ କରିଛି। ଏହା…