ଏହି ଦେଶରେ ଡ଼ିସେମ୍ବର ୩୦ ଯାଏଁ ଲକଡାଉନ୍…
ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗୁଥିବା ବେଳେ ଥମିବାରେ ନାଁ ନେଉ ନାହିଁ। ଇତିମଧ୍ୟରେ ଏକ ନୂଆ ପ୍ରକାରର କରୋନା ଭୁତାଣୁକୁ ନେଇ ବ୍ରିଟେନରେ ଆଶଙ୍କା ବଢିଛି। ଲଣ୍ଡନ ଓ ଏହାର ଆଖ ପାଖ ଆଞ୍ଚଳରେ ଏକ ନୂଆ ପ୍ରକାର ଭେଦର କରୋନା ଦ୍ରୁତ ଗତିରେ ବ୍ୟାପୁଛି।
ଏହା ବର୍ତ୍ତମାନ…