ଅପରାଧ ଜମି ପାଇଁ ଭାଇକୁ ହତ୍ୟା ବଣାଇ: ସମ୍ପର୍କୀୟ ଭାଇକୁ ପଥରରେ ଛେଚି ହତ୍ୟା କରିଛି ଭାଇ। ଏମିତି ଏକ ଘଟଣା ଘଟିଛି ଚାନ୍ଦିପୋଷ ଥାନା ହାତୀଅଡ଼ା ଗାଁରେ। ଜମି ବିବାଦରୁ ନୃଶଂସ ହତ୍ୟା। ମୃତଦେହ ଜବତ ସହ ଅଭିଯୁକ୍ତକୁ ଅଟକ ରଖି ପୋଲିସର ପଚରାଉଚରା ଜାରି ରହିଛି।
ଅପରାଧ ବଡ ଭାଇର ଆକ୍ରମଣରେ ସାନ ଭାଇ ମୃତ ବରଗଡ : ଗତକାଲି ଅପରାହ୍ନରେ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଟାଙ୍ଗରପାଲି ପଞ୍ଚାୟତର ତଲାକଟା ଗ୍ରାମରେ ୩୫ ବର୍ଷୀୟ ଅଜୟ ଲାକ୍ରାଙ୍କୁ ତାଙ୍କ ବଡ଼ ଭାଇ ଫକୀର ଲାକ୍ରା ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ଅଜୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ହତ୍ୟାକାଣ୍ଡର କାରଣ ଏବେବି…