ଝିଅ ଓ ୬ କର୍ମଚାରୀଙ୍କ ସମେତ କର୍ଣାଟକ…
ବେଙ୍ଗାଲୁରୁ: କର୍ଣାଟକ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦ୍ୟୁରପ୍ପା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ତାଙ୍କ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କର ମଧ୍ୟ ନମୁନା ପରୀକ୍ଷା କରାଯାଇଛି। ଏଥିରେ ୬ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ୟେଦ୍ୟୁରପ୍ପାଙ୍କ ଝିଅ ପଦ୍ମାବତୀ…