Odisha Link
Bridging the Missing Links in Odisha
Browsing Tag

BSE

ଜୁଲାଇ ୯ରେ ଛାତ୍ରଛାତ୍ରୀଙ୍କୁ ମିଳିବ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜୁଲାଇ ୨ ଏବଂ ୩ ତାରିଖରେ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ଏଥିପାଇଁ ସମସ୍ତ ଜିଲ୍ଲାର ସଦର ମହକୁମାରେ ପ୍ରମାଣପତ୍ର ବିତରଣ କେନ୍ଦ୍ର କରାଯାଇଛି। ପ୍ରଧାନ ଶିକ୍ଷକମାନେ ଆବଶ୍ୟକ ତଥ୍ୟ ଦେଇ କୃତୀ ବିଦ୍ୟାର୍ଥୀଙ୍କ ପ୍ରମାଣପତ୍ର ନେଇପାରିବେ।…

ପ୍ରକାଶ ପାଇଲା ଦଶମ ପରୀକ୍ଷାଫଳ, ପାସ୍‌…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ। ସକାଳ ୯ଟାରେ ପ୍ରଥମେ ପରୀକ୍ଷା ପରିଚାଳନା କମିଟିର ବୈଠକ ବସି ଫଳ ଉପସ୍ଥାପନ କରାଯାଇଥିଲା। ଏହାପରେ ଦିନ ସାଢ଼େ ୧୦ଟାରେ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି ଫଳାଫଳ। ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷାଫଳ ପ୍ରକାଶ ପାଇବାର ଘଣ୍ଟାଏ ପରେ…

କେବେ ଆସିବ ମାଟ୍ରିକ ରେଜଲ୍ଟ? ଫଳ…

ଓଏଲ୍‌ ବ୍ୟୁରୋ: ଦଶମ ପରୀକ୍ଷା ଫଳକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଚଳିତ ମାସ ଚତୁର୍ଥ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ମେ ମାସ ଶେଷ ଆଡ଼କୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଲକ୍ଷ୍ୟ ରଖିଛି। ନିର୍ବାଚନୀ ତାଲିମ୍ କାର୍ଯ୍ୟ ଏବଂ…

ମାଟ୍ରିକ ପରୀକ୍ଷା: ୧୮ ହଜାରରୁ ଅଧିକ…

ଓଏଲ୍‌ ବ୍ୟୁରୋ: ଗତକାଲିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଶୁକ୍ରବାର ଓଡ଼ିଆ ଭାଷା ପରୀକ୍ଷା ସରିଥିବା ବେଳେ ୧୩ ତାରିଖ ଅର୍ଥାତ୍‌ ସୋମବାର ଇଂରାଜୀ ପରୀକ୍ଷା ହେବ। ସବୁଠୁ ବଡ଼ କଥା ହେଲା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ଯାହା…

ଏପ୍ରିଲ ୨୯ରୁ ମାଟ୍ରିକ୍‌ ପରୀକ୍ଷା:…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଏପ୍ରିଲ୍‌ ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା। ମେ'୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏଥିପାଇଁ ମାଧ୍ୟମିକ ପରିଷଦ କରୁଛି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ ବୋର୍ଡ ପରୀକ୍ଷା ନେଇ ବିସ୍ତୃତ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ସାମ୍ବାଦିକ ସମ୍ମିଳନୀରେ…

ମାଟ୍ରିକ୍‌ ପରୀକ୍ଷାରେ ପୁଣି ବିଭ୍ରାଟ

କଟକ: ବର୍ତ୍ତମାନ ରାଜ୍ୟରେ ଅଫ୍‌ ଲାଇନ୍‌ରେ ଚାଲିଛି ମାଟ୍ରିକ୍‌ ପରୀକ୍ଷା। ହେଲେ କଟକରୁ ଆସିଛି ଏକ ବଡ଼ ଖବର। ମଙ୍ଗଳବାର କଟକ ବୋର୍ଡ ହାଇସ୍କୁଲରେ ଚାଲିଥିଲା ପରୀକ୍ଷା। ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍କ ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ସେହିପରି ଏକ୍କ ରେଗୁଲାର ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ବି…

ଚଳିତ ବର୍ଷ ମାଟ୍ରିକ ଖାତା ଦେଖିବେ ଅଧିକ…

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ। ଚଳିତ ବର୍ଷ ଖାତା ଦେଖାରେ ନିୟୋଜିତ ହେବେ ଅଧିକ ଶିକ୍ଷକ। ଏ ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ୧୭ ହଜାର ଶିକ୍ଷକ ଖାତା ଦେଖୁଥିଲେ। ଏବେ ଆଉ ଅଧିକ ୬ ହଜାର ଶିକ୍ଷକ ଖାତା ଦେଖିବେ। ଯେଉଁ ଶିକ୍ଷକ ଯେଉଁ…

୧୯ରେ ମାଟ୍ରିକ୍‌ ପରୀକ୍ଷା, ଓ୍ବେବ…

ଭୁବନେଶ୍ବର: ଆସନ୍ତା ୧୯ତାରିଖରେ ହେବ ଦଶମ ଶ୍ରେଣୀ ପରୀକ୍ଷା ବା ମାଟ୍ରିକ୍‌ ପରୀକ୍ଷା। ଏଥିପାଇଁ ଓ୍ବେବସାଇଟରେ ମାଟ୍ରିକ୍ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଆଡ୍‌ମିଡ୍ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍‌ସାଇଟ୍‌ରେ ଉପଲବ୍ଧ ହୋଇଛି। www.bseodisha.ac.in ଓ୍ବେବ ସାଇଟରେ ଆଡିମଟ କାର୍ଡ ମିଳୁଛି।…