ସମାଜ ବଦଳିଛି, ବୁଦ୍ଧଙ୍କ ବାର୍ତ୍ତା…
ନୂଆଦିଲ୍ଲୀ: ସାରା ବିଶ୍ବ ମହମାରୀ କରେନା ଭାଇରସ୍ ବିପକ୍ଷରେ ଲଢ଼ୁଛି। ଏହି ସମୟରେ କରୋନା ଯୋଦ୍ଧାମାନଙ୍କୁ ସାରା ବିଶ୍ବ ସଲାମ କରୁଛି। ଏହାରି ମଧ୍ୟରେ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଦୁନିଆର ଅନେକ ବଡ଼ ବଡ଼ ନେତା ଯୋଗ ଦେଇଥିଲେ। ଏହି ଅବସରରେ…