Odisha Link
Bridging the Missing Links in Odisha
Browsing Tag

Budget 2020

ବଜେଟ ୨୦୨୦: ସ୍ବାସ୍ଥ୍ୟ କ୍ଷେତ୍ରକୁ…

ନୂଆଦିଲ୍ଲୀ: ଚଳିତ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର। ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୭୦ ହଜାର କୋଟିର ଅନୁଦାନ ଘୋଷଣ କରିଛନ୍ତି ସରକାର। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୨୦୨୫ ସୁଦ୍ଧା ସମସ୍ତ ହସ୍ପିଟାଲରେ ଜନଔଷଧୀ ସ୍କିମ ଲାଗୁ କରିବା ପାଇଁ ପ୍ରସ୍ତାବ। ଅପରପକ୍ଷେ ଭାରତରେ…

୨୦୨୨ ସୁଦ୍ଧା କୃଷକର ଆୟ ୨ଗୁଣା ହେବ:…

ନୂଆଦିଲ୍ଲୀ: ଚଳିତ ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ଗୁଣା ହେବ ବୋଲି କହିଛନ୍ତି। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ୧୬ ସୁତ୍ରୀ ଯୋଜନା ନେଇ ବଜେଟରେ ତଥ୍ୟ ଉପସ୍ଥାପନ କଲେ କେନ୍ଦ୍ର…

ବଜେଟ ପେଡି ଖୋଲିବା ପୂର୍ବରୁ କବିତା…

ନୂଆଦିଲ୍ଲୀ: ବଜେଟ ଅଭିଭାଷଣରେ ୨୦୧୯ରେ ବିପୁଳ ଜନମତ ସହ ମୋଦି ପୁଣି କ୍ଷମତାକୁ ଆସିଲେ ବୋଳଇ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଲୋକଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବାକୁ ଏହି ବଜେଟ ।ଜିଏସଟି ହେଉଛି ସବୁଠାରୁ ଐତିହାସିକ ନିଷ୍ପତ୍ତି। ଅର୍ଥନୀତିକୁ ସଠିକ ଦିଗରେ ଆଗକୁ ବଢାଇବାରେ ବେଶ ସହାୟକ ହୋଇଛି।…

ବଜେଟ ପର୍ବରୁ ହନୁମାନଙ୍କ ଶରଣରେ ରାଷ୍ଟ୍ର…

ନୂଆଦିଲ୍ଲୀ: ସଂସଦରେ ବଜେଟ ଅଧିବେଶନ ଆରମ୍ଭ। ଶନିବାର ପୂର୍ବାହ୍ନ ୧୧ଟା ବେଳେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରିଛନ୍ତି। ବାଚସ୍ପତି ଓମ୍‌ ବିର୍ଲା ଲୋକସଭାରେ ଆସନ ଗ୍ରହଣ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଅଭିଭାଷଣ…

ବଜେଟ ୨୦୨୦: ବଜେଟ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ସଂସଦରେ ବଜେଟ ଅଧିବେଶନ ଆରମ୍ଭ। ଶନିବାର ପୂର୍ବାହ୍ନ ୧୧ଟା ବେଳେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରିଛନ୍ତି। ବାଚସ୍ପତି ଓମ୍‌ ବିର୍ଲା ଲୋକସଭାରେ ଆସନ ଗ୍ରହଣ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଅଭିଭାଷଣ…

ବଜେଟ୍ ପୂର୍ବରୁ ଖସିଲା ସେୟାର ମାର୍କେଟ୍‌

ନୂଆଦିଲ୍ଲୀ : ଆଜି ସଂସଦରେ ଉପସ୍ଥାପିତ ହେବ ୨୦୨୦-୨୧ ବର୍ଷ ପାଇଁ ଆର୍ଥିକ ବଜେଟ୍ । ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ଖସିଲା ସେୟାର ମାର୍କେଟ୍‌। କାରବାର ଆରମ୍ଭରୁ ସେନସେକ୍ସ ୨୦୦ ପଏଣ୍ଟରୁ ଅଧିକ ଏବଂ ବେଳେ ନିଫ୍ଟି ୧୩୦ ପଏଣ୍ଟ ହ୍ରାସ ପାଇ ୧୧,୯୦୦କୁ ହ୍ରାସ ପାଇଛି। ସୋମବାର ଦିନ ସେନସେକ୍ସ ୬୪୫…

ବଜେଟ୍ ‘ବହିଖାତା’ ସହ…

ନୂଆଦିଲ୍ଲୀ: ଆଜି ସାଧାରଣ ବଜେଟ। ପୂର୍ବାହ୍ନ ୧୧ଟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ। ଏଥିପାଇଁ ନିର୍ମଳା ବଜେଟ୍ ‘ବହି ଖାତା’ ସହ ସଂସଦରେ ପହଞ୍ଚି ସାରିଲେଣି। ତାଙ୍କ ସହ ତାଙ୍କ ସହଯୋଗୀ ତଥା କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ…

ସଂସଦରରେ ବଜେଟ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ସଂସଦର ସେଣ୍ଟାଲ୍‌ ହଲରେ ଆରମ୍ଭ ହେଲା ବଜେଟ ଅଧିବେଶନ। ଆଜି ଅଧିବେଶନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୧ ପର୍ଯ୍ୟନ୍ତ ଚାଲିବ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ…

ବଜେଟ୍‌ ପାଇଁ ନିର୍ମଳାଙ୍କ ୫ ଜଣିଆ ଟିମ୍‌

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ ନିର୍ମଳାଙ୍କ ୫ ଜଣିଆ ବଜେଟ୍‌ ଟିମ୍‌ ଗଠନ ହୋଇଛି। ଏହି ଟିମ୍‌ରେ ଅର୍ଥ ସଚିବ ରାଜୀବ କୁମାର, ଅର୍ଥନୈତିକ ବ୍ୟାପର ସଚିବ ଅତନୁ ଚକ୍ରବର୍ତୀ, ବ୍ୟୟ ସଚିବ ଟି ଭି ସୋମନାଥନ, ରାଜସ୍ବ ସଚିବ ଅଜୟ ଭୂଷଣ…

ଆଜିଠୁ ବଜେଟ୍ ମୁଦ୍ରଣ, ନର୍ଥବ୍ଲକ ଭିତରେ…

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ବଜେଟ୍ ମୁଦ୍ରଣ। ପରାମ୍ପରା ମୁତାବକ ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ ହେବାଯାଏଁ ପ୍ରାୟ ଶହେରୁ ଅଧିକ କର୍ମଚାରୀ ନର୍ଥବ୍ଲକ ଭିତରେ ରହିବେ ଏବଂ ସେମାନଙ୍କର ବାହ୍ୟ ଜଗତ ସହ ସଂପର୍କ ରହିବ ନାହିଁ। ଏଥିସହ ଆଜି ଅର୍ଥ ମନ୍ତ୍ରାଳୟରେ ଅନୁଷ୍ଠିତ ହୋଇଯାଇଛି ହାଲୱା ଉତ୍ସବ।…