Odisha Link
Bridging the Missing Links in Odisha
Browsing Tag

BUDGET 2025

ଶସ୍ତା ହେବ ୩୬ ଜୀବନ ରକ୍ଷାକାରୀ ଔଷଧ,…

ଓଏଲ୍‌ ବ୍ୟୁରୋ: ବଜେଟ୍‌ ୨୦୨୫ରେ ଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୩୬ଟି ଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼। କଷ୍ଟମ ଡ୍ୟୁଟି ଛାଡ଼ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା ଯାହାଫଳରେ କର୍କଟ ଏବଂ ଅନ୍ୟାନ୍ୟ ଗୁରୁତର…

ଗରିବ, ଯୁବବର୍ଗ, ଚାଷୀ ଏବଂ ମହିଳାଙ୍କ…

ଓଏଲ୍‌ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା। ସଂସଦରେ ଉପସ୍ଥାପିତ ହେଲା ବଜେଟ୍‌ ୨୦୨୫। ଲଗାତାର ୮ମ ଥର ପାଇଁ ବଜେଟ୍‌ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍‌ ଉପସ୍ଥାପିତ କରି ନିର୍ମଳା କହିଛନ୍ତି, ଭାରତୀୟ ଅର୍ଥନୀତିର ସମୃଦ୍ଧି ସାରା ବିଶ୍ବକୁ ଚକିତ କରିଛି। ଦେଶର ପ୍ରଗତି ଆମର…

ବଜେଟ୍‌ ପୂର୍ବରୁ କମିଲା ଗ୍ୟାସ୍‌ ଦର

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟ ଅପେକ୍ଷା। ସଂସଦରେ ୮ମ ଥର ପାଇଁ ବଜେଟ୍‌ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ହେଉଛି ମୋଦି ସରକାରଙ୍କ ୩.୦ର ପ୍ରଥମ ବଜେଟ୍। ଏହା ପୂର୍ବରୁ ଦେଶବାସୀଙ୍କୁ ମିଳିଛି ଖୁସି ଖବର। କାରଣ ବଜେଟ୍‌ ପୂର୍ବରୁ କିମିଛି ଗ୍ୟାସ୍‌ ଦର। କମର୍ସିଆଲ୍‌…

ବଜେଟ୍‌ ୨୦୨୫କୁ ମିଳିଲା କ୍ୟାବିନେଟ୍‌…

ଓଏଲ୍‌ ବ୍ୟୁରୋ: ମୋଦି ସରକାରଙ୍କ ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଜି ଆସିବ। ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୮ମ ଥର ପାଇଁ ଆଜି ବଜେଟ୍‌ ଉପସ୍ଥାପନ କରିବେ। ଏହାପୂର୍ବରୁ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ବଜେଟ୍‌ ୨୦୨୫କୁ ମଞ୍ଜୁରୀ ମିଳିଛି। ସକାଳ ସାଢ଼େ ୮ଟା ବେଳେ ଅର୍ଥମନ୍ତ୍ରୀ…

ମୋଦି ସରକାର ୩.୦: ପ୍ରଥମ ବଜେଟ୍‌

ଓଏଲ୍‌ ବ୍ୟୁରୋ: ମୋଦି ସରକାରଙ୍କ ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଜି ଆସିବ। ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୮ମ ଥର ପାଇଁ ଆଜି ବଜେଟ୍‌ ଉପସ୍ଥାପନ କରିବେ। ସକାଳ ସାଢ଼େ ୮ଟା ବେଳେ ଅର୍ଥମନ୍ତ୍ରୀ ନିଜ ବାସଭବନରୁ ନର୍ଥ ବ୍ଲକ ଅଭିମୁଖେ ବାହାରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା…