ବଜେଟ ଅନୁଦାନ ଦାବି ଆଲୋଚନା : ବିଧାନସଭା
ଭୁବନେଶ୍ୱର : ଆଜିଠାରୁ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷର ବଜେଟ ଅନୁଦାନ ଦାବି ଉପରେ ଆଲୋଚନା ଆରମ୍ଭ ହେବ। ଏହି ଆଲୋଚନା ମଝିରେ ଦୁଇଟି ରବିବାରକୁ ଛାଡ଼ି ଦୀର୍ଘ ୧୪ ଦିନ ଅର୍ଥାତ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ବିଭାଗର ଅନୁଦାନ ଦାବି ଉପରେ ଆଲୋଚନା ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟି…