ବଜେଟ୍ ୨୦୨୩ : ୧୫୭ଟି ନୂତନ ନର୍ସିଂ…
ଓଏଲ୍ ବ୍ୟୁରୋ : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୦୨୪ ଆର୍ଥିକ ବର୍ଷର ବଜେଟ୍ ସଂସଦରେ ଉପସ୍ଥାପନା କରିଛନ୍ତି। ଅମୃତ କାଳର ଏହା ପ୍ରଥମ ବଜେଟ। ଏହି ବଜେଟରେ ମହିଳା, ଚାଷୀ, ପଛୁଆବର୍ଗଙ୍କୁ ଧ୍ୟାନ ଦିଆଯାଇଛି। ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ ସ୍ଥାପନ ହେବ ବୋଲି କହିଛନ୍ତି…