ବୁଲ୍ବୁଲ୍ ପ୍ରଭାବରେ ବର୍ଷା ଆରମ୍ଭ
ଭୁବନେଶ୍ବର: ସମୁଦ୍ର ମଧ୍ୟରେ ଭୀଷଣ ଚକ୍ରବାତ ରୂପ ନେଇଛି ବାତ୍ୟା ‘ବୁଲ୍ବୁଲ୍’। ୨୪ଘଣ୍ଟାରେ ଅତି ଭୀଷଣ ଚକ୍ରବାତ ରୂପ ନେବ ‘ବୁଲବୁଲ୍’। ବର୍ତ୍ତମାନ ପାରାଦୀପଠାରୁ ୩୯୦କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟାପ୍ରତି ୧୦କି.ମି. ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ୧୦ ତାରିଖ ସକାଳେ…