ଓଡ଼ିଶା ଛାଡିଲା ବାତ୍ୟା ବୁଲ୍ବୁଲ୍
ଭୁବନେଶ୍ୱର: ବାତ୍ୟା ବୁଲ୍ବୁଲ୍ ଏବେ ବଙ୍ଗୋପସାଗର ମଧ୍ୟରେ ଉତ୍ତର ଦିଗରେ ଗତି କରୁଛି। ଏବେ ଏହା ଉତ୍ତର ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ଉପକୂଳ ଆଡକୁ ଗତି କରୁଛି। ଆଇଏମ୍ଡି ବୁଲେଟିନ୍ ଅନୁସାରେ ସକାଳ ୧୧ଟା ୩୦ ବେଳକୁ ଏହା ପଶ୍ଚିମ ଓ ମଧ୍ୟ ବଙ୍ଗୋପ ସାଗର ମଧ୍ୟରେ କେନ୍ଦ୍ରୀଭୂତ ଥିଲା। ଗତ ୭ ଘଣ୍ଟାରେ ଏହା…