Odisha Link
Bridging the Missing Links in Odisha
Browsing Tag

Bus

୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌:…

ଓଏଲ୍‌ ବ୍ୟୁରୋ: ଅଧା ରହିଗଲା ଜଗା ଦର୍ଶନ। ପୁରୀ ତୀର୍ଥ ଯାତ୍ରା ପାଇଁ ଆସୁଥିବା କ୍ରିଷ୍ଣା ନାମକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଖସିଲା ଏକ ଯାତ୍ରୀବାହୀ ବସ୍‌। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ…

ବିଲରେ ଓଲଟିଲା ବସ୍‌, ୨୦ ଗୁରୁତର

ଓଏଲ୍‌ ବ୍ୟୁରୋ: ବିଲରେ ଓଲଟିଲା ଯାତ୍ରିବାହୀ ବସ୍। ଏହି ଦୁର୍ଘ‌ଟଣାରେ ୨୦ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ଆଜି ସକାଳେ ଭଦ୍ରକ ଜିଲ୍ଲା ରାଣୀତାଲ ନିକଟରେ ଘଟିଛି। 'ଜୟ ରଘୁନାଥ' ନାମକ ଏକ ଘରୋଇ ବସ୍‌ ଉଦଳାରୁ ଭଦ୍ରକ ଅଭିମୁଖେ ଯାଉଥିଲା। ମାତ୍ର ଗାଡ଼ିଟି ରାଣିତାଲ ନିକଟରେ ହୋଇଥିବା ବେଳେ…

ଚଳନ୍ତା ବସରେ ଲାଗିଲା ନିଆଁ: ଗଲାଣି ୧୦…

ଓଏଲ୍‌ ବ୍ୟୁରୋ: ହରିୟାଣାରେ ଭୟଙ୍କର ବସ୍‌ ଦୁର୍ଘଟଣା। ଗତକାଲି ରାତିରେ ହରିୟାଣାର ନୁହରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିବାରୁ ୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ଚିତି ଶୁକ୍ରବାର ରାତି ପ୍ରାୟ ଦେଢ଼ଟା ବେଳେ ଏହି ଅଘଟଣ ଘଟିଥିଲା।…

କୋଲକାତାରୁ ଓଡ଼ିଶା ଆସୁଥିବା ବସ୍ ମଝି…

ଓଏଲ୍‌ ବ୍ୟୁରୋ: ଶୁକ୍ରବାର ରାତିରେ କୋଲକାତାରୁ ଓଡ଼ିଶା ଅଭିମୁଖେ ଏକ ଯାତ୍ରୀବାହୀ ବସ୍‌ ଆସୁଥିବା ବେଳେ ଲାଗିଲା ନିଆଁ। ହୁତହୁତ ଜଳିଲା ବସ୍। ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟିଛି ଖଡଗପୁର ଗ୍ରାମୀର ଥାନା ମାଦପୁରରେ। ଏହି ଦୁର୍ଘଟଣା ଶୁକ୍ରବାର ରାତି…

ଘରୋଇ ବସ୍‌ ଚଳାଚଳ ଠପ୍, ଯାତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ପୂଜା ଛୁଟି। ଆଉ ଏହି ସମୟରେ ବସ୍‌ ଧର୍ମଘଟ ଡାକରା ଦେଇଛି ବସ୍‌ ମାଲିକ ସଂଘ। ଯାହା ଫଳରେ ସାଧାରଣ ଲୋକ ହଇରାଣ ହୋଇଛନ୍ତି। ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ହୋଇଛି। ଧର୍ମଘଟ ପାଇଁ ଶହ ଶହ ଯାତ୍ରୀ ବରମୁଣ୍ଡା ଷ୍ଟାଣ୍ଡରେ ଅଟକିଛନ୍ତି। ବସ୍‌ ଧର୍ମଘଟ ପାଇଁ ଚାଲିଲା OSRTCର…

ଅଗଷ୍ଟ ୧୬ରୁ ହେବ କି ବସ୍‌ ଚଳାଚଳ ବନ୍ଦ?…

ଓଏଲ୍‌ ବ୍ୟୁରୋ: ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାର ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ମୋ ବସ୍‌ ଚଳାଚଳ କରାଉଛନ୍ତି। ଏସବୁ ମଧ୍ୟରେ ରାଜ୍ୟ ବସ୍‌ ମାଲିକ ସଂଘ ବସ୍‌ ଚଳାଚଳ ବନ୍ଦ ନେଇ ଚେତାବନୀ ଦେଇଛି। ମୋ ବସ୍‌ ଚଳାଚଳ ଦ୍ବାରା ହେଉଥିବା କ୍ଷତି ଏବଂ ଗଣ୍ଡଗୋଳ ପରିସ୍ଥିତି…

ଯାତ୍ରୀବାହୀ ବସ୍‌ ଜାଳିଦେଲେ ଦୁର୍ବୃତ୍ତ…

ଓଏଲ୍‌ ବ୍ୟୁରୋ : ଗତକାଲି ମଧ୍ୟରାତ୍ରିରେ ଦୁର୍ବୃତ୍ତ ଘଟାଇଲେ ଲଙ୍କାକାଣ୍ଡ ଏବଂ ଜାଳିଦେଲେ ଛିଡ଼ା ହୋଇଥିବା ଯାତ୍ରୀବାହୀ ବସ୍‌। ନୂଆଗାଁ ଲୁଆରାମରେ ଏମିତି ଘଟଣା ଘଟିଛି। ଦୁର୍ବୁତ୍ତମାନେ ବସରେ ନିଆଁ ଲଗାଇବା ସମୟରେ ବସ୍‌ ଭିତରେ ଶୋଇଥିଲେ କଣ୍ଡକ୍ଟର। ଅଳ୍ପକେ କଣ୍ଡକ୍ଟର ଜଣକ ମୃତ୍ୟୁମୁଖରୁ…

ବଢ଼ିଲା ବସ୍‌ ଭଡ଼ା

ଓଏଲ୍‌ ବ୍ୟୁରୋ: ବିଗତ ୧୦ ଦିନ ମଧ୍ୟରେ ଦେଶରେ ୯ ଥର ବୃଦ୍ଧି ପାଇଲାଣି ତୈଳ ଦର। ବାରମ୍ବାର ତୈଳ ଦର ବୃଦ୍ଧି ହେଉଥିବାରୁ ରାଜ୍ୟରେ ବସ୍‌ ଭଡ଼ା ବୃଦ୍ଧି ପାଇଛି। ଏନେଇ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି। ଚନା ଅନୁଯାୟୀ, ଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୯୦ ପଇସାକୁ ବୃଦ୍ଧି…

୧୦୮ ଆମ୍ବୁଲାନ୍ସ-ଯାତ୍ରୀବାହୀ ବସ୍‌…

ଓଏଲ୍‌ ବ୍ୟୁରୋ: ମୁହାଁମୁହିଁ ଧକ୍କା ହେଲା ଯାତ୍ରୀବାହୀ ବସ୍‌ ଓ ୧୦୮ ଆମ୍ବୁଲାନ୍ସ। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ କରଡାବାଡି ଟୋଲ ଗେଟ ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସାଇକ୍ରୀଷ୍ଣା ନାମକ ଏକ ଯାତ୍ରୀବାହି ବସ ସୋରଡ଼ାରୁ…

ବସ୍ ଓଲଟି ୧୨ ଆହତ

ଭଞ୍ଜନଗର: ଭାରସାମ୍ୟ ହରାଇ ଓଲଟିଲା ଘରୋଇ ବସ୍। ଦୁର୍ଘଟଣା ଫଳରେ ୧୨ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲାଠିପଡାଠାରେ ଭାରସାମ୍ୟ ହରାଇ ଓଲଟିଛି ବସ୍। ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲାଠିପଡାଠାରେ ‘ନୀଳକଣ୍ଠ’ ନାମକ ବସଟି ଭାରସାମ୍ୟ ହରାଇ ଓଲଟିପଡିଛି। ବସ୍ ଓଲଟିବା ଯୋଗୁଁ ୧୨ ଜଣ…