ଆଜିଠୁ ରାଜ୍ୟ ବାହାରକୁ ଗଡ଼ିବନି ବସ
ଭୁବନେଶ୍ୱର: ଆଜିଠୁ ଓଡ଼ିଶା ବହାରକୁ ଗଡ଼ିବନି ବସ୍। ଆଜି ଦିନ ୧୧ଟାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ସେବା ବନ୍ଦ। କରୋନା ସତର୍କତା ପାଇଁ ବସ୍ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ରୋକ୍ ଲାଗିଛି। ଆଜିଠୁ ମାର୍ଚ୍ଚ ୩୧ ତାରିଖ ଯାଏଁ ଓଡ଼ିଶାରୁ ଅନ୍ୟ କୌଣସି ରାଜ୍ୟକୁ ବସ୍…