Odisha Link
Bridging the Missing Links in Odisha
Browsing Tag

Bus

ଯାତ୍ରୀ ଉପରେ ଚଢ଼ିଗଲା ବସ୍

ବୌଦ୍ଧ: ଯାତ୍ରୀଙ୍କ ମୁଣ୍ଡ ଉପରେ ଚଢ଼ି ଗଲା ବସ୍। ଏହି ଦୁଃଖଦ ଘଟଣାଟି କଣ୍ଟାମାଳ ନିକଟରେ ଘଟିଛି। ଯାତ୍ରୀ ଜଣଙ୍କ ବସରେ ଚଢ଼ିବା ସମୟରେ ତାଙ୍କ ପାଦ ଖସି ଯାଇଥିଲା। ସେହି ସମୟରେ ବସଟି ତାଙ୍କମୁଣ୍ଡ ଉପରେ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଅନୁଯାୟୀ,ଆଜି ସକାଳ ପ୍ରାୟ ସାଢ଼େ…

ଭାରସାମ୍ୟ ହରାଇ ଓଲଟିଲା ବସ୍

କାମାକ୍ଷାନଗର: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଆଳତୁମା ରାମିଆଳ ବ୍ରିଜ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ମୁତାବକ,…

ଚଳନ୍ତା ବସ୍‌ରେ ନିଆଁ

ଫୁଲବାଣୀ: ଚଳନ୍ତା ବସ୍‌ରେ ନିଆଁ। ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗିବାଡ଼ି ଛକରେ ଏକ ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି। ‘ରୁଦ୍ରକାଳୀ’ ନାମକ ଏହି ଘରୋଇ ବସ୍‌ରେ ନିଆଁ ଲାଗି ବସ୍‌ଟି ଜଳିଯାଇଛି। ସୂଚନାମୁତାବକ, ବସ୍‌ଟି ଏମ୍‌ ରାମପୁରରୁ…

ତାମିଲନାଡୁର ୭ଟି ଜିଲ୍ଲାରେ ବନ୍ଦ ହେଲା…

ଭୁବନେଶ୍ୱର: ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବ ‘ନିଭାର୍‌’। ତେବେ‘ନିଭାର୍‌’ ଭୀଷଣ ବାତ୍ୟାର ରୂପ ନେଉଛି। ଉପକୂଳ ଅତିକ୍ରମରେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ସ୍ଥଳବିଶେଷରେ ୧୨୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ…

ବସ୍‌କୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର…

ଭୁବନେଶ୍ବର: ଯାତ୍ରୀବାହୀ ବସ୍‌କୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଜରିମାନା। ବସ୍‌କୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଜରିମାନା କରିଛନ୍ତି ଭୁବନେଶ୍ବର ଆର୍‌ଟିଓ-୨। ବସ୍‌ଟି କୋରାପୁଟରୁ ଭୁବନେଶ୍ବର ଚଳାଚଳ କରୁଥିଲା। ବସ୍‌ ନମ୍ବର - ଓଡି୧୦ଏଫ୍‌ ୦୪୦୯କୁ ଜରିମାନା କରିଛନ୍ତି ଭୁବନେଶ୍ବର ଆର୍‌ଟିଓ-୨।…

ରାଜ୍ୟରେ ଆଜିଠୁ ଗଡ଼ିବ ନାହିଁ ଘରୋଇ ବସ୍

ଭୁବନେଶ୍ୱର: ଘରୋଇ ବସ ମାଲିକ ସଙ୍ଘ ପରେ ଏବେ ପରିବହନ କର୍ମଚାରୀ ସଙ୍ଘ ରାଜ୍ୟ ସରକାରଙ୍କ ପରିବହନ ବିଭାଗକୁ ଘେରିଛି। ସରକାର ଦାବି ଶୁଣୁ ନ ଥିବାରୁ ରାଜ୍ୟରେ ଆଜି ଠାରୁ ଆଉ ଗଡ଼ିବନି ଘରୋଇ ବସ୍‌। କର୍ମଚାରୀ ଯୋଗ ଦେବେନି କାମରେ। ବରମୁଣ୍ଡାରେ ବୁଧବାର ଦିନ ହୋଇଥିବା ପରିବହନ କର୍ମଚାରୀ ସଙ୍ଘର ବୈଠକରେ…

ବସ୍‌ ରାଜନୀତି: ନିଜ ଦଳ ଉପରେ ବର୍ଷିଲେ…

ଲକ୍ଷ୍ନୌ: ମହାମାରୀ କରେନା ଭାଇରସ୍‌କୁ ନେଇ ସାରା ଦେଶବାସୀ ଚିନ୍ତିତ। ହେଲେ ଏହାରି ମଧ୍ୟରେ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ବସ୍‌ ରାଜନୀତି। ଉତ୍ତର ପ୍ରଦେଶର ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ବସ୍‌ରେ ଫେରାଇ ଆଣିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ରାଜନୀତି। ହେଲେ ଲାଗି ରହିଥିବା ବସ୍‌…

ଗ୍ରୀନ୍‌ ଜୋନରେ ଗଡ଼ିବ ସରକାରୀ ବସ୍

ଭୁବନେଶ୍ୱର: ଗ୍ରୀନ୍‌ ଜୋନରେ ଚାଲିବ ସରକାରୀ ବସ୍। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ଗ୍ରୀନ ଜୋନରେ ଓଏସଆରଟିସି ବସ ଚଳାଚଳ କରିବ। ସେଥିରେ ୫୦% ଯାତ୍ରୀ ଯାଇପାରିବେ। ଗ୍ରୀନ ଜୋନରେ ଘରୋଇ ବସ ଚଳାଚଳ କରିବାକୁ ପୂର୍ବରୁ ଅନୁମତି ଦିଆଯାଇଥିଲା। ହେଲେ ଘରୋଇ ବସ୍‌ ମାଲିକ ମାନେ ବିଭିନ୍ନ…

ବସ୍‌ ଗଡ଼ିବ, ଭଡ଼ା ବଢ଼ିବ 

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଭଲ ଖବର। ଗ୍ରୀନ୍ ଜୋନ୍‌ରେ ଚାଲିପାରେ ବସ୍। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଫଳରେ ଗ୍ରୀନ୍ ଜୋନ୍ ଜିଲ୍ଲାରେ ବସ୍ ଚାଲିବା ନେଇ ହୋଇଥିବା ନିଷ୍ପତ୍ତି ଖୁବ୍ ଶୀଘ୍ର ଲାଗୁ ହୋଇପାରେ ବୋଲି…

ସୁରତ ଫେରନ୍ତା ଗର୍ଭବତୀଙ୍କୁ ଅଧା…

ଭୁବନେଶ୍ବର: ସୁରତରୁ ଓଡ଼ିଶା ଅଭିମୁଖେ ଏକ ବସ୍‌ରେ ଆସୁଥିବା ବେଳେ ଜଣେ ମହିଳା ଗର୍ଭଯନ୍ତ୍ରଣା ଭୋଗିବାରୁ ବସ୍‌ ତାଙ୍କୁ ଛାଡ଼ିଦେଇ ଓଡ଼ିଶା ଚାଲିଆସିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ରାସ୍ତାରେ ନିଜେ ମହିଳାଙ୍‌ ସ୍ବାମୀ ପ୍ରସବ କରାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ…