ପ୍ରାଣ ହରାଇବା ପୂର୍ବରୁ ପୋଷ୍ଟ କରିଥିଲେ…
ଭୁବନେଶ୍ୱର: ଇନ୍ଷ୍ଟାଗ୍ରାମ୍ରେ ଶେଷ ଥର ପାଇଁ ‘ବାଏ ବାଏ ପିପୁଲ୍’ ପୋଷ୍ଟ କରି ଗତକାଲି ରାଜଧାନୀର ଏକ ଆପାର୍ଟମେଣ୍ଟରୁ ଖସି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ନାବାଳିକାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ଏବେ ଏହାକୁ ନେଇ ସସ୍ପେନ୍ସ ବଢ଼ୁଛି। ପରିବାର ଲୋକେ କିନ୍ତୁ ଏ…