Odisha Link
Bridging the Missing Links in Odisha
Browsing Tag

CAA

ଏନଆରସିକୁ ନେଇ ସଫେଇ ଦେଲେ ସରକାର, କହିଲେ…

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍(ସିଏଏ) ଓ ଏନଆରସିକୁ ନେଇ ସରକାରଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଛି। ଅନ୍ୟପଟେ କେନ୍ଦ୍ର ସରକାର ଆଜି ସଂସଦରେ ଏହାକୁ ନେଇ ଲିଖିତ ଭାବେ ଉତ୍ତର ଦେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏନଆରସି ଲାଗୁ କରିବାକୁ ନେଇ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର…

ସିଏଏକୁ ରାଓରତ ଆଇନ ସହ ତୁଳନା କଲେ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସାରା ଦେଶରେ ସମର୍ଥନ ଓ ବିଦ୍ରୋହ ଦେଖିବାକୁ ମିଳିଛି। ଅନ୍ୟପଟେ ସିଏଏକୁ ନେଇ ବୁଦ୍ଧିଜୀବୀ ମାନେ ଭିନ୍ନ ଭିନ୍ନ ମତ ପୋଷଣ କରୁଛନ୍ତି। ଏହାରି ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ତଥା ରାଜନେତ୍ରୀ ଊର୍ମିଳା ମାତୋଣ୍ଡକର ସିଏଏକୁ ନେଇ ନିଜ ମତ ଦେଇଛନ୍ତି। ସେ ୧୦୦…

ଦେଶ ଧର୍ମ ଆଧାରରେ ବିଭାଜିତ…

ଭୋପାଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ଗତକାଲି କହିଥିଲେ ଯେ, ଐତିହାସିକ ଭୁଲକୁ ଠିକ୍‌ କରିବା ଓ ବିଜେପିର ପୁରୁଣା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ସିଏଏ ଅଣାଯାଇଛି। ଅପରପକ୍ଷେ ବିଜେପି ବିଧାୟକ ଓଲଟା ମତାମତ ଦେଇଛନ୍ତି। ମଧ୍ୟପ୍ରଦେଶର ବିଜେପି ବିଧାୟକ…

ସିଏଏ ଦଙ୍ଗା ପାଇଁ ୧୨୦ କୋଟି ଖର୍ଚ୍ଚ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିଲ୍‌ ଆଇନ​‌ରେ ପରିଣତ ହେବା ଦିନଠାରୁ ଦେଶବ୍ୟାପୀ ଜାରି ରହିଛି ବିକ୍ଷୋଭ। ଉତ୍ତରପ୍ରଦେଶରେ ସିଏଏକୁ ନେଇ ସୃଷ୍ଟି ହୋଇଥିବା ହିଂସା ପଛରେ ଏକ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି। ଏହି ଦଙ୍ଗା ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫଆଇ) ଦ୍ବାରା ପ୍ରାୟୋଜିତ ବୋଲି…

ଗୈରିକ ରଙ୍ଗ ମୋ ଡିଏନଏରେ ରହିଛି: ରାଜ…

ମୁମ୍ବାଇ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ତର୍କ ବିତର୍କ ଲାଗି ରହିଛି। ଏହାରି ମଧ୍ୟରେ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖ ରାଜ୍ ଠାକରେ। ସେ କହିଛନ୍ତି ଯେ, ସେ କହିଛନ୍ତି,‘ ମୁଁ ଜଣେ ମରାଠୀ ଏବଂ ଭାରତରେ ରହୁଥିବା ମୁସଲମାନ…

ସିଏଏ: ମୁହାଁମୁହିଁ ହେଲେ ବଲିଉଡର ଦୁଇ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଲିଉଡରେ ଝଡ଼। ବଲିଉଡର ଦୁଇ ଭେଟରାନ କଳାକାର ନଶିରୁଦ୍ଧିନ ଶାହା ଓ ଅନୁପମ ଖେର ହୋଇଛନ୍ତି ମୁହାଁମୁହିଁ। ଦୁଇ ଅଭିନେତାଙ୍କ ପରସ୍ପର ବିରୋଧରେ ବିଷୋଦଗାର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଅତି ନିମ୍ନସ୍ତରକୁ ଯାଇ ଜଣେ ଜୋକର ବୋଲି କହିଥିବା ବେଳେ…

ସିଏଏ ଓ ଏନଆସିକୁ ନେଇ ଆମ ମତ ସ୍ପଷ୍ଟ…

ପାଟଣା: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଏନଆରସିକୁ ନେଇ ପୁଣି ଥରେ ଜନତା ଦଳ ୟୁନାଇଟେଡରେ ମତଭେଦ ଦେଖା ଯାଇଛି। ଜାନୁଆରୀ ୨୧ ତାରିଖରେ ଦଳର ବରିଷ୍ଠ ନେତା ତଥା ମହାସଚିବ ପବନ ବର୍ମା ନୀତୀଶ କୁମାରଙ୍କୁ ସିଏଏ ଓ ଏନଆରସିକୁ ନେଇ ଚିଠି ଲେଖିଥିଲେ। ଯେଉଁଥିରେକି ଦିଲ୍ଲୀ ନିର୍ବାଚନରେ ବିଜେପି ସହିତ ଅକାଳୀ…

ସିଏଏକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି…

ଜୟପୁର: ନାଗରିକତା ଦେବା ପାଇଁ ଆସିଛି ନାଗରିକତା ସଂଶୋଧନ ଆଇନ । କିନ୍ତୁ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର…

ଦେଶର ସ୍ବାର୍ଥ ନୁହେଁ ବରଂ କ୍ଷମତା…

ଯାଜପୁର: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର…

ପ୍ରଶାନ୍ତ କିଶୋରଙ୍କ ଟାର୍ଗେଟରେ ଅମିତ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଓ ଏନଆରସିକୁ ସାରା ଦେଶରେ ବିଦ୍ରୋହ ଓ ସମର୍ଥନ ରାଲି ହେଉଛି। ଏହାରି ମଧ୍ୟରେ ଜନତା ଦଳର ଉପାଧ୍ୟକ୍ଷ ତଥା ନିର୍ବାଚନୀ ରଣନୀତି ବିଶେଷଜ୍ଞ ପ୍ରଶାନ୍ତ କିଶୋର ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଶାନ୍ତ କିଶୋର ଟୁଇଟି କରି ଅମିତ ଶାହଙ୍କୁ ସାରା ଦେଶରେ ସିଏଏ ଓ…