ଭିଡିଓ ଭାଙ୍ଗିଦେଲା ବାହାଘର
ବନ୍ତଳା: ଭିଡିଓ ଭାଙ୍ଗିଦେଲା ବାହାଘର। ରାତି ପାହିଥିଲେ ହୋଇଥାନ୍ତା ବାହାଘର ପଡ଼ିଥା’ନ୍ତା ହାତଗଣ୍ଠି। ହେଲେ ପ୍ରେମିକର ଖଳବୁଦ୍ଧି ଯୋଗୁଁ ଭାଙ୍ଗିଗଲା ଯୁବତୀଙ୍କ ସ୍ବପ୍ନ। ଥାନାରେ ଅଭିଯୋଗ ପରେ ତଥାକଥିତ ପ୍ରେମିକକୁ ପୁଲିସ ଗିରଫ କରିଛି।
ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜଣେ…