କରୋନା କବଳରେ କାନାଡା ପ୍ରଧାନମନ୍ତ୍ରୀଙ୍କ…
ନୂଆଦିଲ୍ଲୀ: କରୋନା କବଳରେ କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀଙ୍କ ରକ୍ତନମୂନା କୋରୋନା ପଜିଟିଭ୍ ଆସିଛି। ୟୁକେରୁ ଫେରିବା ପରେ ଅସୁସ୍ଥ ଥିଲେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ। ତାଙ୍କର ରକ୍ତନମୂନା ପରୀକ୍ଷା କରାଯିବା ପରେ ସେ କୋରୋନାରେ ଆକ୍ରାନ୍ତ…