ଜଳିଗଲା ଗଞ୍ଜେଇ ଭର୍ତ୍ତି କାର୍
ମାଲକାନଗିରି: ରାସ୍ତାରେ ଜଳିଗଲା ଗଞ୍ଜେଇ ଭର୍ତ୍ତି କାର୍। ମାଲକାନଗିରି ସ୍ଥିତ ଏମଭି ୧୬ ଗାଁ ନିକଟ ୩୨୭ ନମ୍ବର ଜାତୀୟ ରାଜପଥରେ ଏକ କାର୍ ଜଳି ଯାଇଛି। ତେବେ କାର୍ଟି ଜଳି ଗଲା ପରେ କାରରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ଜଣାପଡିଛି। କାର ସହ ଗଞ୍ଜେଇ ମଧ୍ୟ ଜଳି ପାଉଁଶ ହୋଇଯାଇଛି। ମାତ୍ର ଜଳି…