ବସକୁ ପିଟିଲା କାର୍, ଚାଳକ ଗୁରୁତର
ଚାନ୍ଦବାଲି : ବସକୁ କାର ପିଟି ଚାଳକ ଗୁରୁତର । ଦୁର୍ଘଟଣାଟି ଭଦ୍ରକ ଜିଲ୍ଲାର ଆରଡ଼ି ବସଷ୍ଟାଣ୍ଡରେ ଘଟିଥିବା ଜଣାଯାଇଛି। ଏହି ଘଟଣାଟି ଗତକାଲି ରାତିରେ ଘଟିଥିଲା।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାର ଆରଡ଼ିପୀଠ ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ବସଷ୍ଟାଣ୍ଡରେ ୨ରୁ ଅଧିକ ବସ ପାର୍କିଂ…