୫ ମାସ ପରେ ଆନନ୍ଦପୁର ବିଧାୟକଙ୍କ ନାଁରେ…
ଓଏଲ୍ ବ୍ୟୁରୋ: ଅଡ଼ୁଆରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ। ତାଙ୍କ ନାଁରେ ରୁଜୁ ହୋଇଛି ମାମଲା।ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆନନ୍ଦପୁର ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ତାଙ୍କ ବିରୋଧରେ କେସ୍ ନମ୍ବର ୨୪/୨୩ ଦଫା ୨୯୪ ଓ ୫୦୬ରେ ମାମଲା ରୁଜୁ ହୋଇଥିବା ଥାନା…