ଆଜି ଜାତୀୟ କାଜୁ ଦିବସ
ଭୁବନେଶ୍ବର: ୨୦୧୫ ମସିହାରୁ ପ୍ରତିବର୍ଷ ନଭେମ୍ବର ୨୩ ତାରିଖକୁ ଜାତୀୟ କାଜୁ ଦିବସ ରୁପେ ପାଳନ କରାଯାଉଛି। କାଜୁ ଏକ ଚିରହରିତ ବୃକ୍ଷ ଏବଂ ଏହାର ଉତ୍ପତ୍ତି ବ୍ରାଜିଲର ଉପକୂଳବର୍ତ୍ତୀ ଅଞ୍ଚଳରେ ହୋଇଥିଲା। ୧୫୬୦ ମସିହାରେ ପର୍ତ୍ତୁଗିଜ୍ ନାବିକଙ୍କ ଦ୍ବାରା ଏହା ଭାରତକୁ ଆସିଥିଲା। ଆମ ଦେଶରେ ପ୍ରଥମେ…