ସିବିଆଇ ଜାଲରେ ସିବିଆଇ ଅଧିକାରୀ,…
ନୂଆଦିଲ୍ଲୀ : ସିବିଆଇ ଜାଲରେ ପଡ଼ିଲେ ଖୋଦ ସିବିଆଇ ଅଧିକାରୀ। ୫୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଡିଏସ୍ପି ଆରକେ ଋଷି ଓ ଇନସ୍ପେକ୍ଟର କପିଲ ଧନଖଡ଼ଙ୍କୁ ସିବିଆଇ ଗିରଫ କରିଛି । ଏହା ବ୍ୟତୀତ ସିବିଆଇ ଓକିଲ ମନୋହର ମାଲିକଙ୍କୁ ବି ଗିରଫ କରିଥିବା ଜଣାପଡ଼ିଛି। ସିବିଆଇ ଡିଏସପି ଆରକେ ଋୁଷିଙ୍କ ଦେବବନ୍ଦ ଓ…